ବିଏସଏନଏଲ ଆର୍ଥାତ ଭାଇ ସାହେବ ନିଶ୍ଚିତ ଲାଗେଗା: ଉପରାଷ୍ଟ୍ରପତି

Advertisment

ସରକାରୀ ଟେଲିକମ୍ କମ୍ପାନି ସହ ଜଡିତ ଏକ ପ୍ରଶ୍ନର ଆଲୋଚନା ହେଉଥିଲା ବେଳେ  ଧନଖଡ଼ ମଜାରେ ବିଏସଏନଏଲର ନାମ ବଦଳାଇ କହିଲେ, ବିଏସଏନଏଲ ଅର୍ଥ ହେଉଛି - "ଭାଇ ସାହେବ ନିଶ୍ଚିତ ଲାଗେଗା(ଭାଇ ସାହେବ ଏହା ନିଶ୍ଚିତ ଭାବେ ଲଗିବ)।

ସରକାରୀ ଟେଲିକମ୍ କମ୍ପାନି ସହ ଜଡିତ ଏକ ପ୍ରଶ୍ନର ଆଲୋଚନା ହେଉଥିଲା ବେଳେ  ଧନଖଡ଼ ମଜାରେ ବିଏସଏନଏଲର ନାମ ବଦଳାଇ କହିଲେ, ବିଏସଏନଏଲ ଅର୍ଥ ହେଉଛି - "ଭାଇ ସାହେବ ନିଶ୍ଚିତ ଲାଗେଗା(ଭାଇ ସାହେବ ଏହା ନିଶ୍ଚିତ ଭାବେ ଲଗିବ)।

ୗଦସଯ

ନୂଆଦିଲ୍ଲୀ: ଗତଗୁରୁବାର ରାଜ୍ୟସଭାରେ ପ୍ରଶ୍ନକାଳ ସମୟରେ ସରକାରୀ ଟେଲିକମ୍ କମ୍ପାନି (ବିଏସଏନଏଲ) ସହ ଜଡିତ ଏକ ପ୍ରଶ୍ନର ଆଲୋଚନା ଚାଲିଥିବା ବେଳେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଦେଇଥିବା ବୟାନକୁ ନେଇ ଚର୍ଚ୍ଚାର ଜୋର ଧରିଛି।

ସରକାରୀ ଟେଲିକମ୍ କମ୍ପାନି ସହ ଜଡିତ ଏକ ପ୍ରଶ୍ନର ଆଲୋଚନା ହେଉଥିଲା ବେଳେ  ଧନଖଡ଼ ମଜାରେ ବିଏସଏନଏଲର ନାମ ବଦଳାଇ କହିଲେ, ବିଏସଏନଏଲ ଅର୍ଥ ହେଉଛି - "ଭାଇ ସାହେବ ନିଶ୍ଚିତ ଲାଗେଗା(ଭାଇ ସାହେବ ଏହା ନିଶ୍ଚିତ ଭାବେ ଲଗିବ)।’

ପୂର୍ବରୁ ଗୃହରେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟିର ସାଂସଦ ପ୍ରଫୁଲ ପଟେଲ କହିଥିଲେ,‘ ଯେ ଦେଶର ଦୂରଦୂରାନ୍ତ ଅଞ୍ଚଳରେ ଘରୋଇ ଟେଲିକମ୍ କମ୍ପାନିଗୁଡ଼ିକର ନେଟୱାର୍କ ପ୍ରାୟତଃ କାମ କରେ ନାହିଁ, କିନ୍ତୁ ବିଏସଏନଏଲ ସେଠାରେ ପହଞ୍ଚି ସେବା ପ୍ରଦାନ କରୁଛି।

ପଟେଲଙ୍କ ଏ ମନ୍ତବ୍ୟକୁ ସମର୍ଥନ କରି ଧନଖଡ଼ କହିଥିଲେ, ‘ଲୋକଙ୍କର ଏବେ ବି ବିଏସଏନଏଲ ସଂଯୋଗ ଉପରେ ଭରସା ଅଛି। ଏହି ପରିପ୍ରେକ୍ଷୀରେ କୁହାଯାଇପାରେ ବିଏସଏନଏଲ ଅର୍ଥାତ ଭାଇ ସାହେବ ନିଶ୍ଚିତ ଲାଗେଗ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe