ରିଜର୍ଭ ବ୍ୟାଙ୍କ ଭଣ୍ଡାର ନିଷ୍ପତ୍ତି ନେଇପାରୁନି ଜାଲାନ୍ କମିଟି

ତେଲ ଦର ବୃଦ୍ଧିର ପ୍ରଭାବ ଅନୁଧ୍ୟାନ କରିବ ରିଜର୍ଭ ବ୍ୟାଙ୍କ

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଭଣ୍ଡାରରେ କେତେ ଟଙ୍କା ରହିବା ଦରକାର ତାହାର ନିଷ୍ପତ୍ତି ବିମଳ ଜାଲାନ କମିଟି ନେଇପାରୁନାହିଁ। ଚତୁର୍ଥ ଥର ପାଇଁ ରିପୋର୍ଟକୁ ଚାପି ଦିଆଯାଇଛି। କମିଟି ପୁଣି ଥରେ ଏକ ବୈଠକ ଡକାଇବ। ମାସ ଶେଷ ଆଡ଼କୁ ରିପୋର୍ଟ ଦାଖଲ କରାଯିବ ବୋଲି କୁହାଯାଇଛି। ରିଜର୍ଭ ବ୍ୟାଙ୍କ ଭଣ୍ଡାରରେ କେତେ ଟଙ୍କା ରହିବ ତାହାକୁ ନେଇ ସରକାର ଓ ରିଜର୍ଭ ବ୍ୟାଙ୍କ ମଧ୍ୟରେ ବିବାଦ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe