ଜେଇଇ ମେନ୍‌ ଫଳାଫଳ, ଟପ୍ ୨୦ରେ ଆଲେନ୍‌ର ୭

ପ୍ରକାଶ ପାଇଲା ଜେଇଇ ମେନ୍‌-୩ ଫଳ: ଅମନ ପଣ୍ଡା ଓଡ଼ିଶା ଟପର୍‌

kopykitab.com

ଭୁବନେଶ୍ବର: ଜେଇଇ ମେନ୍‌ ୨୦୧୯ରେ ଶ୍ରେଷ୍ଠ ୨୦ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆଲେନ କ୍ୟାରିଅର ଇନଷ୍ଟିଚ୍ୟୁଟର ୭ ଜଣ ଛାତ୍ରଛାତ୍ରୀ ରହିଛନ୍ତି। ଆଲେନର ନିର୍ଦେଶକ ବ୍ରଜେଶ ମାହେଶ୍ବରୀ ଏହି ସୂଚନା ଦେଇଛନ୍ତି। କେଭିନ ମାର୍ଟିନ ସର୍ବ ଭାରତୀୟ ସ୍ତରରେ ଦ୍ବିତୀୟ ସ୍ଥାନ ହାସଲ କରିଥିବାବେଳେ ଜୟେଷ ସିଂହ ଚତୁର୍ଥ, ନିଶାନ୍ତ ଅଭାଙ୍ଗି ଷଷ୍ଠ, ସମ୍ବିତ ବେହେରା ଏକାଦଶ, ଅଙ୍କିତ ମିଶ୍ର ୧୩ତମ, କାର୍ତ୍ତିକେୟ ଚନ୍ଦ୍ରେଶ ଗୁପ୍ତା ୧୮ତମ ଏବଂ ସମୀକ୍ଷା ‌ଦାସ ୨୦ତମ ସ୍ଥାନରେ ରହିଛନ୍ତି। ସେହିଭଳି ଶ୍ରେଷ୍ଠ ୧୦୦ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆଲେନର ୩୫ ଜଣ ରହିଛନ୍ତି। ଏଥିସହିତ ୧୨ଟି ରାଜ୍ୟର ଟପର୍ ମଧ୍ୟ ଆଲେନ୍‌ର ଛାତ୍ରଛାତ୍ରୀ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe