ମୁମ୍ବାଇ: ଜେଟ୍ ଏୟାରୱେଜ୍ର ପୁନରୁଦ୍ଧାର ଆଶା ମଉଳିଯିବା ପରେ ଏହାର ନିବେଶକମାନେ ଆଜି କଂପାନିର ବିପୁଳ ସେୟାର ବିକ୍ରି କରିଦେଇଛନ୍ତି। ଫଳରେ ଜେଟ୍ର ସେୟାର ପିଛା ମୂଲ୍ୟ ୩୧ ଟଙ୍କା ୬୫ ପଇସା ଭଳି ସ୍ତରକୁ ଖସିଆସିଛି। ଆଜି ଗୋଟିଏ ଦିନରେ ଜେଟ୍ ନିବେଶକମାନେ ଷ୍ଟକ ବଜାରରେ ୩୧୬ କୋଟି ଟଙ୍କାର କ୍ଷତି ସହିଛନ୍ତି।
ଦିନକରେ ଜେଟ୍ ନିବେଶକ ହରାଇଲେ ୩୦୦ କୋଟି
Advertisment
Follow Us