ଜିଓ ଫିଚର ଫୋନ୍‌ ବୁକିଙ୍ଗ ଶୀଘ୍ର ଆରମ୍ଭ ହେବ

Advertisment
ଜିଓ ଫିଚର ଫୋନ୍‌ ବୁକିଙ୍ଗ ଶୀଘ୍ର ଆରମ୍ଭ ହେବ

ମୁମ୍ବାଇ: ରିଲାଏନ୍ସ ଜିଓ ପକ୍ଷରୁ ଏହାର ୧୫୦୦ ଟଙ୍କିଆ ଫିଚର୍‌ ଫୋନ୍‌ର ବିକ୍ରି ଶୀଘ୍ର ଆରମ୍ଭ କରାଯିବ ବୋଲି କୁହାଯାଇଛି। ଏହି ଫୋନ୍‌ର ଉତ୍ପାଦନକୁ କଂପାନି ବନ୍ଦ କରିଦେଇଛି ବୋଲି ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇବା ପରେ ଜିଓ ପକ୍ଷରୁ ଏହା କୁହାଯାଇଛି। ଗଣମାଧ୍ୟମ ରିପୋର୍ଟକୁ କଂପାନି ଖଣ୍ଡନ କରିଛି। ପୂର୍ବରୁ ଯେଉଁମାନେ ଏହି ଫୋନ୍‌ ପାଇବାକୁ ବୁକିଙ୍ଗ କରିଥିଲେ ସେମାନଙ୍କୁ ତାହା ଯୋଗାଇ ଦିଆଯାଉଛି। ଖୁବ୍‌ଶୀଘ୍ର ଏହି ଫୋନ୍‌ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ବୁକିଙ୍ଗ ଆରମ୍ଭ ହେବ ବୋଲି କଂପାନି ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe