ଜିଓର ୨୫୨୦ କୋଟି ଲାଭ

ଜିଓର ୨୫୨୦ କୋଟି ଲାଭ

www.thecontentscoop.com

ମୁମ୍ବାଇ: ଚଳିତ ବର୍ଷର ଏପ୍ରିଲ୍‌-ଜୁନ୍ ତିନି ମାସରେ ମୁକେଶ ଅମ୍ବାନିଙ୍କ ଟେଲିକମ୍ କଂପାନି ରିଲାଏନ୍ସ ଜିଓ ୨୫୨୦ କୋଟି ଟଙ୍କାର ଲାଭ କରିଛି। ଗତବର୍ଷ ତୁଳନାରେ କଂପାନି ୧୮୩% ବୃଦ୍ଧି ହାସଲ କରିଛି। ୨୦୧୯ର ଏହି ତିନି ମାସରେ ଜିଓ ୮୯୧ କୋଟି ଟଙ୍କାର ଲାଭ କରିିଥିଲା।ଏହି ସମୟରେ ମୁକେଶଙ୍କ ମୂଳ କଂପାନି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ୧୩,୨୪୮ କୋଟି ଟଙ୍କାର ନିଟ୍‌ ଲାଭ କରିଛି ଯାହା ଗତବର୍ଷର ଏହି ସମୟ ତୁଳନାରେ ୩୦.୬% ଅଧିକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe