photo-wion
ନୂଆଦିଲ୍ଲୀ : ସାରା ବିଶ୍ବରେ ଯଦି ପୁଣି ଥରେ କରୋନା ବ୍ୟାପିବ ତେବେ ୩୪ କୋଟି ଲୋକ ଜୀବିକା ହରାଇବେ ବୋଲି ଆନ୍ତର୍ଜାତିକ ଶ୍ରମ ସଂଗଠନ (ଆଇଏଲ୍ଓ) ଆକଳନ କରିଛି। ୨୦୨୦ର ଏପ୍ରିଲ୍-ଜୁନ୍ ମଧ୍ୟରେ ପ୍ରାୟ ୪୦ କୋଟି ଲୋକ ଜୀବିକା ହରାଇଛନ୍ତି।
ବନ୍ଦ ଦ୍ବାରଦେଶରେ ବିମାନ କଂପାନି
ନୂଆଦିଲ୍ଲୀ : କରୋନା ସଙ୍କଟ ଭାରତୀୟ ବିମାନ କଂପାନିଗୁଡ଼ିକ ଗୁରୁତର ସମସ୍ୟା ଦେଇ ଗତି କରୁଛନ୍ତି। ଭାରତ ସରକାରଙ୍କ ତରଫରୁ କୌଣସି ପ୍ରକାର ସହାୟତା ଦିଆଯାଉନଥିବାରୁ ଅନେକ ବିମାନ କଂପାନି ବନ୍ଦ ହୋଇଯାଇପାରେ ବୋଲି ସିଡ୍ନିର କାପା ସେଣ୍ଟର୍ ଫର ଆଭିଏସନ୍ ପକ୍ଷରୁ କୁହାଯାଇଛି।
Follow Us