ଜନ୍‌ସନ୍ ଆଣ୍ଡ୍‌ ଜନ୍‌ସନ୍ ବେବି ପାଉଡର୍‌ର ନମୁନା ସଂଗ୍ରହ

Advertisment
ଜନ୍‌ସନ୍ ଆଣ୍ଡ୍‌ ଜନ୍‌ସନ୍ ବେବି ପାଉଡର୍‌ର ନମୁନା ସଂଗ୍ରହ

ନୂଆଦିଲ୍ଲୀ: ଜନ୍‌ସନ୍ ଆଣ୍ଡ୍‌ ଜନ୍‌ସନ୍‌ର ଲୋକପ୍ରିୟ ବେବି ପାଉଡର୍‌ରେ କ୍ୟାନସର୍‌ ସୃଷ୍ଟି ହେବା ଭଳି ଉପାଦାନ ରହିଛି ନା ନାହିଁ ତାହା ପରୀକ୍ଷା କରିବା ପାଇଁ କେନ୍ଦ୍ରୀୟ ଡ୍ରଗସ୍‌ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍ ଅର୍ଗାନାଇଜେସନ୍ ପକ୍ଷରୁ କଂପାନିର ବିଭିନ୍ନ ସ୍ଥାନରେ ଥିବା କାରଖାନାରୁ ନମୁନା ସଂଗ୍ରହ କରାଯାଇଛି। ଆମର ସବୁ ଉତ୍ପାଦ ସୁରକ୍ଷାର ଶୀର୍ଷ ମାନକକୁ ପାଳନ କରିଥାଏ ବୋଲି କଂପାନି ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe