ବ୍ଲିଙ୍କିଟ୍‌କୁ ୪୪୪୭ କୋଟିରେ କିଣିବ ଜୋମାଟୋ

ବ୍ଲିଙ୍କିଟ୍‌କୁ ୪୪୪୭ କୋଟିରେ କିଣିବ ଜୋମାଟୋ

Image Courtesy of DT Next

ନୂଆଦିଲ୍ଲୀ : ତ୍ବରିତ ବାଣିଜ୍ୟ ବା କ୍ବିକ୍ କମର୍ସ ଷ୍ଟାର୍ଟଅପ୍ ସଂସ୍ଥା ବ୍ଲିଙ୍କିଟ୍‌(ପୂର୍ବର ଗ୍ରୋଫର୍ସ)କୁ ଜୋମାଟୋ ୪୪୪୭ କୋଟି ଟଙ୍କାରେ କିଣିବ। ଜୋମାଟୋର ନିର୍ଦ୍ଦେଶକ ମଣ୍ଡଳୀ ଏହି ଅଧିଗ୍ରହଣକୁ ମଞ୍ଜୁରି ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ଗତବର୍ଷ ଏହି ସଂସ୍ଥା ଏକ ୟୁନିକର୍ଣ୍ଣରେ ପରିଣତ ହୋଇଥିଲା। ଏଥିରେ ଜୋମାଟୋ ଏବଂ ଟାଇଗର ଗ୍ଲୋବାଲ ୧୨୦ ନିୟୁତ ଡଲାର ନିବେଶ କରିଥିଲେ। ଉକ୍ତ ଅଧିଗ୍ରହଣ ଜୋମାଟୋ ପାଇଁ ଲାଭଦାୟକ ହେବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe