କନକ ଜୁଏଲାରୀରେ ରିପବ୍ଲିକ୍‌ ଅଫର୍‌

Advertisment
କନକ ଜୁଏଲାରୀରେ ରିପବ୍ଲିକ୍‌ ଅଫର୍‌

????????????????????????????????????

କେନ୍ଦୁଝର: କେନ୍ଦୁଝର ସହରର ପ୍ରସିଦ୍ଧ ଗହଣା ସୋ‘ରୁମ୍‌ ‘କନକ ଜୁଏଲାରୀ’ରେ ରିପବ୍ଲିକ ଡେ’ ଉପଲକ୍ଷେ ଆରମ୍ଭ ହୋଇଛି ରିପବ୍ଲିକ ଅଫର। ଜାନୁଆରି ୨୧ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ଉପଲବ୍ଧ ହେବାକୁ ଥିବା ଏହି ଅଫରରେ ଗଢ଼ା ମୂଲ୍ୟ ପ୍ରତି ଗ୍ରାମ ପିଛା ମାତ୍ର ୨୬୯ଟଙ୍କା ରହିଛି। ତେବେ ପ୍ରତି ୨ ଗ୍ରାମରୁ ଊର୍ଧ୍ୱ ଗହଣା କିଣିଲେ ଏହି ଅଫର ପ୍ରଯୁଜ୍ୟ ବୋଲି ସୋ’ରୁମ୍‌ ପକ୍ଷରୁ ସୂଚନା ଦିଆଯାଇଛି। ସୋ’ରୁମ୍‌ ପକ୍ଷରୁ କୁହାଯାଇଛି ଯେ, ଆମେ ସବୁବେଳେ ଉନ୍ନତମାନର ଡିଜାଇନ୍‌ ଗହଣା ଗ୍ରାହକଙ୍କୁ ଦେବାକୁ ଉଦ୍ୟମ ଜାରି ରଖିଛୁ। ଏଥିପାଇଁ ରିପବ୍ଲିକ ଡେ’ ଅବସରରେ ଆମେ ଗ୍ରାହକଙ୍କୁ ଏହି ସ୍ୱତନ୍ତ୍ର ଅଫର ଦେଉଛୁ। ଏହି ଅଫର ୭ ଦିନ ପାଇଁ ଉପଲବ୍ଧ ରହିବ ବୋଲି ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe