Picture Courtesy: freepressjournal.in
ମୁମ୍ବାଇ : ଦେଶର ଏକ ନମ୍ବର ଧନୀ ମୁକେଶ ଅମ୍ବାନିଙ୍କ ଘରକୁ କନ୍ୟାରତ୍ନ ଆସିଛନ୍ତି। ତାଙ୍କ ବଡ଼ ପୁଅ ଆକାଶ କନ୍ୟା ସନ୍ତାନର ଜନକ ହୋଇଛନ୍ତି। ପୂର୍ବରୁ ତାଙ୍କର ଏକ ପୁତ୍ର ସନ୍ତାନ ରହିଛି। ଆକାଶଙ୍କ ପତ୍ନୀ ଶ୍ଳୋକା ମେହ୍ତା ଦ୍ବିତୀୟ ଥର ପାଇଁ ମା’ ହୋଇଛନ୍ତି। ୨୦୧୯ରେ ଉଭୟଙ୍କ ବାହାଘର ହୋଇଥିଲା।
Follow Us