କେଲ୍‌ଭିନେଟର୍‌ର ନୂଆ ହୋମ୍ ଆପ୍ଲାଏନ୍‌ସ

Advertisment
କେଲ୍‌ଭିନେଟର୍‌ର ନୂଆ ହୋମ୍ ଆପ୍ଲାଏନ୍‌ସ

ଭୁବନେଶ୍ବର : କେଲ୍‌ଭିନଟର୍‌ ପକ୍ଷରୁ ଭାରତରେ ନୂଆ ହୋମ୍ ଆପ୍ଲାଏନ୍‌ସ ଯଥା ଏସି, ରେଫ୍ରିଜରେଟର, ୱାସିଂ ମେସିନ୍ ଏବଂ ଘରେ ବ୍ୟବହାର କରାଯାଉଥିବା କ୍ଷୁଦ୍ର ଆକାରର ଆପ୍ଲାଏନ୍‌ସ ଉନ୍ମୋଚନ କରାଯାଇଛି। ସାଧାରଣ ଠାରୁ ଆରମ୍ଭ କରି ପ୍ରିମିୟମ୍ ପର୍ଯ୍ୟନ୍ତ ସବୁ ପ୍ରକାର ଗ୍ରାହକଙ୍କ ପାଇଁ କଂପାନି ଉତ୍ପାଦ ଆଣିଛି। ଗ୍ରାହକମାନଙ୍କ ଦୀର୍ଘସ୍ଥାୟିତ୍ବ, ଭରସାଯୋଗ୍ୟ ଏବଂ ସୁଲଭ ମୂଲ୍ୟର ଆବଶ୍ୟକତାକୁ ନଜରରେ ରଖି କଂପାନି ପକ୍ଷରୁ କେଲଭିନେଟର୍‌ ଡାଇରେକ୍ଟ କୁଲ୍ ଫ୍ରିଜ୍ ଅଣାଯାଇଛି ଯାହାର ସାମ୍ନାରେ ୱାଟର୍‌ ଡିସ୍‌ପେନ୍‌ସର୍‌ ରହିଛି। ଏହା ବ୍ୟତୀତ କଂପାନି ଆଣିଛି ପ୍ରିମିୟମ୍ ସାଇଡ୍‌-ବାଏ-ସାଇଡ୍‌ ରେଫ୍ରିଜରେଟର, ଏସି ଯାହା ନିରବଚ୍ଛିନ୍ନ ଭାବେ ୯୬୦ ଘଣ୍ଟା ଶୀତଳତା ପ୍ରଦାନ କରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe