ଖଣ୍ଡଗିରିରେ ଇଣ୍ଡିଆନ୍‌ ବ୍ୟାଙ୍କର ୧୦୦ତମ ଶାଖା ଉଦ୍‌ଘାଟିତ

ଇଣ୍ଡିଆନ୍ ବ୍ୟାଙ୍କ ନିଟ୍ ଲାଭରେ ୧୩୯% ବୃଦ୍ଧି

ଭୁବନେଶ୍ୱର: ଖଣ୍ଡଗିରିଠାରେ ଇଣ୍ଡିଆନ୍‌ ବ୍ୟାଙ୍କର ୧୦୦ତମ ଶାଖା ସହିତ ଏକ ଏଟିଏମ୍‌ ଉଦ୍‌ଘାଟିତ ହୋଇଛି। ଏହାକୁ ରାଜ୍ୟ ଅର୍ଥମନ୍ତ୍ରୀ ଶଶି ଭୂଷଣ ବେହେରା ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା ଏବଂ ଓଡ଼ିଶା ଗୃହ ଓ ନିର୍ମାଣ କର୍ମଚାରୀ କଲ୍ୟାଣ ସଂଘର ଅଧ୍ୟକ୍ଷ ସୁବାସ ସିଂହ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ବ୍ୟାଙ୍କର ଆଞ୍ଚଳିକ ପ୍ରବନ୍ଧକ ଏନ୍‌ କେ ମିଶ୍ର, ଉପ ଆଞ୍ଚଳିକ ପ୍ରବନ୍ଧକ ଭାଲେରୀ ରଥ ଓ ଆଞ୍ଚଳିକ ପ୍ରବନ୍ଧକ ଏନ୍‌ କେ ମିଶ୍ର ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe