ଖିମ୍‌ଜୀର ‘ବ୍ରାଇଡାଲ୍ ବ୍ଲେସିଂସ୍‌’ ଅଫର

Advertisment
ଖିମ୍‌ଜୀର ‘ବ୍ରାଇଡାଲ୍ ବ୍ଲେସିଂସ୍‌’ ଅଫର

ନୂଆଦିଲ୍ଲୀ: ବଧୂମାନଙ୍କ ଲାଗି ବିବାହକୁ ଅଧିକ ସ୍ମରଣୀୟ କରିବା ଲାଗି ରାଜ୍ୟର ଅଗ୍ରଣୀ ଗହଣା ପ୍ରତିଷ୍ଠା ଖିମ୍‌ଜୀ ପକ୍ଷରୁ ବ୍ରାଇଡାଲ୍‌ ଗହଣା ସମ୍ଭା ଉପରେ ଘୋଷଣା କରାଯାଇଛି ୨୦୨୩ର ସ୍ବତନ୍ତ୍ର ‘ବ୍ରାଇଡାଲ୍‌ ବ୍ଲେସିଂସ୍‌’ ଅଫର। ଏହି ଅଫର ଜାନୁଆରି ୨୦ରୁ ଆରମ୍ଭ ହୋଇଛି। ଏଥିରେ ଗ୍ରାହକମାନେ ପତି ୩୦ ହଜାର ଟଙ୍କାର ସୁନା ଅଳଙ୍କାର କିଣା ଉପରେ ଗୋଟିଏ ସ୍ବର୍ଣ୍ଣ ମୁଦ୍ରା ଏବଂ ୩୦ ହଜାର ଟଙ୍କାର ହୀରା ଗହଣା କିଣା ଉପରେ ଦୁଇଟି ସ୍ବର୍ଣ୍ଣ ମୁଦ୍ରା ପାଇପାରିବେ। ଏହି ଅଫର ସମ୍ପର୍କରେ ଖିମ୍‌ଜୀ ଗ୍ରୁପ୍‌ର ନିର୍ଦେଶକ ମିତେଶ ଖିମ୍‌ଜୀ କହିଛନ୍ତି ଯେ ବଧୂମାନଙ୍କ ଲାଗି ଗହଣା କେବଳ କିଣିବା ଜିନିଷ ନୁହେଁ। ଏହା ସେମାନଙ୍କ ଭାବନା ସହ ଜଡ଼ିତ। ସେହି ଭାବନାକୁ ବଜାୟ ରଖିବାକୁ ଖିମ୍‌ଜୀ ଜୁଏଲର୍ସ ନିଜର କର୍ତ୍ତବ୍ୟ ବୋଲି ଭାବେ। ଆମର ବ୍ରାଇଡାଲ୍ ବ୍ଲେସିଂସ୍‌ ଅଫର ସଂଗ୍ରହ ଓ ସୁନା ମୁଦ୍ରା ଅଫର ଗ୍ରାହକମାନଙ୍କୁ ଅଧିକ ଆକର୍ଷିତ କରିବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe