କେଟିଏମ୍‌ର ଷ୍ଟଣ୍ଟ୍‌ ସୋ’

Advertisment
କେଟିଏମ୍‌ର ଷ୍ଟଣ୍ଟ୍‌ ସୋ’

ଭୁବନେଶ୍ବର: ରେସିଂ ବାଇକ୍ ବ୍ରାଣ୍ଡ୍‌ କେଟିଏମ୍ ପକ୍ଷରୁ ବାଲେଶ୍ବରର ନୂଆ ବସ୍‌ଷ୍ଟାଣ୍ଡ୍‌ ଠାରେ ଏକ ଷ୍ଟଣ୍ଟ୍ ସୋ’ ଆୟୋଜନ କରାଯାଇଥିଲା। ପ୍ରଫେସନାଲ୍‌ ଷ୍ଟଂଟ୍‌ ପ୍ରଦର୍ଶନକାରୀମାନେ କେଟିଏମ୍ ଡ୍ୟୁକ୍ ୧୨୫ ଏବିଏସ୍‌ରେ ବିଭିନ୍ନ ପ୍ରକାର ଷ୍ଟଣ୍ଟ୍‌ ପ୍ରଦର୍ଶନ କରିଥିଲେ। ସହରବାସୀ ଏହି ଆକର୍ଷଣୀୟ ଷ୍ଟଣ୍ଟ୍‌ ସୋ’କୁ ଉପଭୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe