ଭୁବନେଶ୍ୱର: ବିର୍ଲା ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ ଟେକ୍ନୋଲୋଜି (ବିମ୍ଟେକ୍), ଗ୍ରେଟର ନୋଏଡା ଏବଂ ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ), ଭୁବନେଶ୍ୱର ପକ୍ଷରୁ ମିଳିତ ଭାବରେ ଏକ ପାଞ୍ଚଦିନିଆ ନେତୃତ୍ୱ ବିକାଶ ପ୍ରଶିକ୍ଷଣ କର୍ମଶାଳା ‘ଓ୍ଵାରିୟର ଜିନ୍ସ ଓ୍ଵିଥ୍ ଓ୍ଵିନିଙ୍ଗ୍ ମାଇଣ୍ଡ’ ଅନୁଷ୍ଠିତ ହୋଇଯାଇଛି। ଏହାକୁ ଏନ୍ଏଲ୍ସି ଇଣ୍ଡିଆ ସିଏମ୍ଡି ଡ. ଶରତ କୁମାର ଆଚାର୍ଯ୍ୟ ଉଦ୍ଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିମ୍ଟେକ୍, ଗ୍ରେଟର ନୋଏଡାର ପ୍ରସିଦ୍ଧ ମ୍ୟାନେଜମେଣ୍ଟ ପ୍ରଫେସର ପଦ୍ମଶ୍ରୀ ପ୍ରିତମ୍ ସିଂ, ପ୍ରଫେସର କେ. କେ. ସିହ୍ନା, ପ୍ରଫେସର ଏ. କେ. ମାଲୋହୋତ୍ରା, ପ୍ରଫେସର ସୁନିଲ୍ ସାଙ୍ଗ୍ରା ଏବଂ ବିଜିୟୁ, ଭୁବନେଶ୍ୱରର ଡିନ୍ ପ୍ରଫେସର ପରମେଶ୍ୱର ନାୟକଙ୍କ ପ୍ରତ୍ୟକ୍ଷ ତ୍ଵତ୍ତ୍ୱାବଧାନରେ ହୋଇଥିଲା।
      
          ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
      
    
  
  
 
  
    Here are a few more articles:
    
        
    
            
            {{#pages}}
                
                
                
            {{/pages}}
            
        
    
    
  
 Follow Us