ପେଟିଏମ୍‌ରେ ଏଲ୍‌ପିଜି ବୁକିଂ ସୁବିଧା

Advertisment
୯ ବର୍ଷରେ ଏଲ୍‌ପିଜି ଗ୍ରାହକ ଦ୍ବିଗୁଣିତ: ସିଲିଣ୍ଡର୍‌ ଦାମ୍‌ ବି ତିନି ଗୁଣା ବଢ଼ିଛି

IndiaTv

ନୂଆଦିଲ୍ଲୀ : ପେଟିଏମ୍ ଜରିଆରେ ଗ୍ରାହକମାନେ ଏଲ୍‌ପିଜି ସିଲିଣ୍ଡର ବୁକିଂ କରିପାରିବେ। ଏଥିପାଇଁ କଂପାନି ପକ୍ଷରୁ ଗ୍ରାହକଙ୍କୁ ବିଭିନ୍ନ ପ୍ରକାର ଅଫର ଓ କ୍ୟାସ୍‌ବ୍ୟାକ୍ ପ୍ରଦାନ କରାଯାଉଛି। ପେଟିଏମ୍ ଜରିଆରେ ପ୍ରଥମ ଥର ଲାଗି ଏଲ୍‌ପିଜି ବୁକିଂ କରୁଥିବା ଗ୍ରାହକମାନେ ତିନିଟି ସିଲିଣ୍ଡର ବୁକିଂରେ ନିଶ୍ଚିତ ୯୦୦ ଟଙ୍କାର କ୍ୟାସ୍‌ବ୍ୟାକ୍ ପାଇବେ। ଗ୍ରାହକମାନେ ଯେକୌଣସି ସଂସ୍ଥାର ସିଲିଣ୍ଡର ବୁକିଂ କରିପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe