ଏଲ୍‌ପିଜି ଆମଦାନିରେ ଭାରତ ଦ୍ବିତୀୟ

Advertisment
ନୂଆବର୍ଷରେ ମହଙ୍ଗା ମାଡ଼, ବଢ଼ିଲା ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ

ନୂଆଦିଲ୍ଲୀ: ବିଶ୍ବର ଦ୍ବିତୀୟ ସର୍ବାଧିକ ଏଲ୍‌ପିଜି ଭାରତ ଆମଦାନି କରୁଛି। ୨୦୧୮-୧୯ରେ ୧୩ ନିୟୁତ ଟନ୍‌ ଏଲ୍‌ପିଜି ଆମଦାନି କରି ଭାରତ ଦ୍ବିତୀୟ ସ୍ଥାନକୁ ଉନ୍ନୀତ ହୋଇଛି। ଜାପାନକୁ ଏହା ପଛକୁ ଠେଲି ଦେଇଛି। ଏହି ତାଲିକାରେ କିନ୍ତୁ ଚୀନ୍‌ ଶୀର୍ଷ ସ୍ଥାନରେ ରହିଛି। ଭାରତ ସରକାର ସାଉଦି ଆରବ, କତାର, ୟୁଏଇ, କୁଏତ ଓ ଇରାନରୁ ଏଲ୍‌ପିଜି ଆମଦାନି କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe