Business Standard
ମୁମ୍ବାଇ: ଝାଡ଼ଖଣ୍ଡର ହଜାରିବାଗ୍ ଜିଲ୍ଲାରେ ଜଣେ ଗର୍ଭବତୀ ମହିଳାଙ୍କୁ ରିକଭରି ଏଜେଣ୍ଟ୍ ଟ୍ରାକ୍ଟର ଚଢ଼ାଇ ମାରିଦେବା ଘଟଣାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ଗମ୍ଭୀରତାର ସହ ନେଇ ମହିନ୍ଦ୍ରା ଫାଇନାନ୍ସ ଉପରେ କଠୋର କଟକଣା ଲଗାଇଛନ୍ତି। କଂପାନି ଆଉ ବାହାରର ରିକଭରି ଏଜେଣ୍ଟଙ୍କୁ ବ୍ୟବହାର କରିପାରିବନି।
Follow Us