ବଜାରରେ ମହିନ୍ଦ୍ରାର ଇ-ଅଟୋ ରିକ୍ସା

Advertisment
ବଜାରରେ ମହିନ୍ଦ୍ରାର ଇ-ଅଟୋ ରିକ୍ସା

ଭୁବନେଶ୍ବର: ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବ୍ୟାଟେରି ଚାଳିତ ମୋ ବସ୍ ଓ ଇ-ଅଟୋ ରିକ୍ସା ଅଭିଯାନକୁ ଉଦ୍‌ଘାଟନ କରିଥିଲେ। ନବୀନ ନିବାସ ସାମ୍ନାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉଭୟ ମୋ ଇ-ରାଇଡ୍‌ ଓ ଇ-ବସ୍ ବାୟୁ ଓ ଶବ୍ଦ ପ୍ରଦୂଷଣ ମୁକ୍ତ ହୋଇଥିବା ବେଳେ ଯାତ୍ରୀମାନଙ୍କ ପାଇଁ ଶେଷ ଦୂରତା ପର୍ଯ୍ୟନ୍ତ ଯାତ୍ରାରେ ତାହା ସହାୟକ ହେବ। ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରାର ଇଲେକ୍ଟ୍ରିକ୍ ଯାନ ଯାତ୍ରୀମାନଙ୍କ ପାଇଁ ବେଶ ସହାୟକ ହେବ ବୋଲି ମହିନ୍ଦ୍ରାର ସୋ’ରୁମ୍ ଉତ୍କଳ ଅଟୋମୋବାଇଲ୍‌ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe