ମାଲ୍ୟାଙ୍କୁ ୪ ମାସ ଜେଲ୍‌ ଦଣ୍ଡ

Advertisment
ମାଲ୍ୟାଙ୍କୁ ୪ ମାସ ଜେଲ୍‌ ଦଣ୍ଡ

Image Courtesy of The Hindu

ନୂଆଦିଲ୍ଲୀ: ଏକ ଅଦାଲତ ଅବମାନନା ମାମଲାରେ ‌ଦୋଷୀ ସାବ୍ୟସ୍ତ ହୋଇଥିବା ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ସୁପ୍ରିମ୍‌କୋର୍ଟ ୨୦୦୦ ଟଙ୍କା ଜରିମାନା ଓ ୪ ମାସର ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି। ଜରିମାନା ରାଶି ଜମା ନକଲେ ଆଉ ୨ ମାସର ଜେଲ୍‌ ଭୋଗିବାକୁ ପଡ଼ିବ। ଏଥି ସହିତ ମାସକ ଭିତରେ ୮ ପ୍ରତିଶତ ସୁଧ ସହ ୪୦ ନିୟୁତ ଡଲାର ଜମା କରିବାକୁ ମଧ୍ୟ ମାଲ୍ୟାଙ୍କୁ କୋର୍ଟ ନିର୍ଦେଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe