ଜେଲ୍‌ରେ ମାଲ୍ୟା, ନିରବ ସାଥିହୋଇ ରହିବେ

Advertisment
ଜେଲ୍‌ରେ ମାଲ୍ୟା, ନିରବ ସାଥିହୋଇ ରହିବେ

ମୁମ୍ବାଇ: ଭାରତରେ ବଡ଼ ଧରଣର ଆର୍ଥିକ ଠକେଇ କରି ଲଣ୍ଡନକୁ ଖସି ପଳାଇଥିବା ଦୁଇ ଅଭିଯୁକ୍ତ ନିରବ ମୋଦୀ ଓ ବିଜୟ ମାଲ୍ୟାଙ୍କ ନୂଆ ଠିକଣା ମୁମ୍ବାଇର ଆର୍ଥର ରୋଡ୍ ଜେଲ୍‌ର ୧୨ ନମ୍ବର ବାରାକ୍ ହେବାର ସମ୍ଭାବନା ରହିଛି। ତେବେ ନିରବଙ୍କ ପକ୍ଷରୁ ଆଜି ଲଣ୍ଡନ ଓ ୱେଲ୍ସ ହାଇକୋର୍ଟରେ କରାଯାଇଥିବା ଜାମିନ ଆବେଦନର ଶୁଣାଣି ହୋଇଥିବାବେଳେ ଆସନ୍ତାକାଲି ଏହାର ରାୟ ପ୍ରକାଶ ପାଇବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe