ମାଲ୍ୟା ଧମକାଇଲେ

Advertisment
ପଳାତକ ଘୋଷିତ ମାଲ୍ୟାଙ୍କୁ ଆଇନଗତ ଖର୍ଚ୍ଚ ପାଇଁ ୧୧ କୋଟି ଟଙ୍କା ଦେବେ ଲଣ୍ଡନ ହାଇକୋର୍ଟ

ନୂଆଦିଲ୍ଲୀ: ପଳାତକ ମଦ ବ୍ୟବସାୟୀ ବିଜୟ ମାଲ୍ୟା କ୍ରମାଗତ ଭାବେ ଦ୍ବିତୀୟ ଦିନ ପାଇଁ ସୋସିଆଲ ମିଡିଆରେ ନିଜର ମନକଥା ବଖାଣିଛନ୍ତି। ସେ ତାଙ୍କ ଋଣ ଅର୍ଥକୁ ବ୍ୟାଙ୍କ ଗୁଡ଼ିକୁ ଶତ ପ୍ରତିଶତ ପରିଶୋଧ କରିବା ପାଇଁ ରାଜିଥିବା ପୁଣି ଏଥିରେ ଦର୍ଶାଇଛନ୍ତି। ଏଥିସହିତ ସେ ଚୋରି କରିଛନ୍ତି ବୋଲି ଯେଉଁ କାହାଣୀ କୁହାଯାଉଛି ତାହାକୁ ବନ୍ଦ କରାଯାଉ ବୋଲି ଏକପ୍ରକାର ଧମକାଇଛନ୍ତି। ଅଗଷ୍ଟାୱେଷ୍ଟଲାଣ୍ଡ ହେଲିକପ୍ଟର କ୍ରୟ ଦୁର୍ନୀତି ମାମଲାରେ ଦୁବାଇରୁ ପ୍ରତ୍ୟର୍ପଣ ହୋଇଥିବା ମଧ୍ୟସ୍ଥି ଖ୍ରୀଷ୍ଟିଆନ ମାଇକେଲଙ୍କ ସହ ତାଙ୍କ ପ୍ରତ୍ୟର୍ପଣକୁ କେମିତି ତୁଳନା କରାଯାଉଛି ତାହା ସେ ବୁଝିପାରୁନାହାନ୍ତି ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe