ମଣ୍ଟେକାର୍ଲୋର ନୂଆ ଉତ୍ପାଦ

Advertisment
ମଣ୍ଟେକାର୍ଲୋର ନୂଆ ଉତ୍ପାଦ

ଭୁବନେଶ୍ୱର: ମଣ୍ଟେକାର୍ଲୋ ପକ୍ଷରୁ ଷ୍ଟେଟମେଣ୍ଟ ସକ୍ସକୁ ଉନ୍ମୋଚନ କରାଯାଇଛି। ଏହା ଶୀତ ଦିମରେ ଉଷୁମ ପ୍ରଦାନ କରିବା ସହିତ ଷ୍ଟାଇଲ୍‌ ଏବଂ ଆରାମ ମଧ୍ୟ ପ୍ରଦାନ କରିବ। ମଣ୍ଟେକାର୍ଲୋର ସ୍ୱତନ୍ତ୍ର ଷ୍ଟୋର୍‌ ଏବଂ ୧୫୦୦ରୁ ଅଧିକ ମଲ୍‌ଟି ବ୍ରାଣ୍ଡ୍‌ ଷ୍ଟୋର୍‌ରେ ଏହା ଉପଲବ୍ଧ ହେଉଛି। ଏ ସମ୍ପର୍କରେ କଂପାନି ନିର୍ଦେଶକ ମୋନିକା ଓସଓ୍ଵାଲ୍‌ କହିଛନ୍ତି ଯେ ଆମର ନୂଆ ସକ୍ସଗୁଡ଼ିକ ୧୦୦% ଉଲେନ ହୋଇଥିବାବେଳେ ସର୍ବାଧିକ ଉତ୍ତାପ ପ୍ରଦାନ କରିଥାଏ । ଏହା ପିନ୍ଧିଲେ କୁଣ୍ଡାଇ ହେବ ନାହିଁ ଏବଂ ସେଗୁଡ଼ିକ ଜୀବାଣୁ ପ୍ରତିରୋଧକାରୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe