ମାରୁତି ସୁଜୁକିର ଇଲେକ୍ଟ୍ରିକ୍ କାର ୨୦୨୦ରେ ଆସିପାରେ

Advertisment
ଆସନ୍ତାବର୍ଷ ମାର୍କେଟକୁ ଆସିବ ୱାଗନର ର ଇଲେକ୍ଟ୍ରିକ ଭର୍ସନ !

ନୂଆଦିଲ୍ଲୀ: ମାରୁତି ସୁଜୁକି ପକ୍ଷରୁ ଏବ‌େ ଭାରତରେ ଇଲେକ୍ଟ୍ରିକ୍ କାରର ପରୀକ୍ଷଣ ଚାଲିଛି। ନିକଟରେ ଦିଲ୍ଲୀ ଗୁରୁଗ୍ରାମ ଏକ୍ସପ୍ରେସୱେରେ କମ୍ପାନିର ଇଲେକ୍ଟ୍ରିକ୍ ୱାଗନ ଆର୍ ଚାଲୁଥିବା ଦେଖିବାକୁ ମିଳିବ। ଏହି କାର ଆସନ୍ତା ୨୦୨୦ରେ ଭାରତୀୟ ବଜାରରେ ଉପଲବ୍ଧ ହେବା ସମ୍ଭାବନା ରହିଛି। ଭାରତରେ ମାରୁତି ସୁଜୁକିର ଏହା ପ୍ରଥମ ଇଲେକ୍ଟ୍ରିକ କାର ହେବ। ତାହା ଏବେ ସୁଜୁକି ଅନ୍ତର୍ଜାତୀୟ ବଜାରରେ ବିକ୍ରି କରୁଥିବା ଇଲେକ୍ଟ୍ରିକ କାର ସୋଲିଓ ଢାଞ୍ଚାରେ ଉକ୍ତ କାରକୁ ନିର୍ମାଣ କରାଯାଇଥିବା କୁହାଯାଉଛି। ଥରେ ଚାର୍ଜ ହେଲେ ଏହି କାରଟି ପାଖାପାଖି ୧୫୦ କିମି ଯାତ୍ରା କରିବା କ୍ଷମତା ରଖିଛି।ଏଥିରେ ଏବିଏସ ଏବଂ ଏୟାରବ୍ୟାଗ ଭଳି ନିରାପତ୍ତା ବୈଶିଷ୍ଟ ମଧ୍ୟ ରହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe