ଭାରତରେ ମ୍ୟାକ୍‌ଲରେନ୍‌ର ହାଇବ୍ରିଡ୍‌ ସ୍ପୋର୍ଟସ୍‌ କାର୍‌

Advertisment
ଭାରତରେ ମ୍ୟାକ୍‌ଲରେନ୍‌ର ହାଇବ୍ରିଡ୍‌ ସ୍ପୋର୍ଟସ୍‌ କାର୍‌

ନୂଆଦିଲ୍ଲୀ : ବ୍ରିଟେନ୍‌ର କାର୍‌ କଂପାନି ମ୍ୟାକ୍‌ଲରେନ୍‌ ପକ୍ଷରୁ ଭାରତରେ ହାଇବ୍ରିଡ୍ ସ୍ପୋର୍ଟସ୍‌ କାର୍‌ ‘ଆର୍ଟୁରା’କୁ ଉନ୍ମୋଚନ କରାଯାଇଛି। ଏଥିରେ ରହିଛି ୨୯୯୩ ସିସିର ଟ୍ବିନ୍ ଟର୍ବୋଚାର୍ଜଡ୍‌ ଭି ୬ ପେଟ୍ରୋଲ୍‌ ଇଞ୍ଜିନ ଏବଂ ଏକ ଲିଥିୟମ୍-ଆୟନ୍ ବ୍ୟାଟେରି ପ୍ୟାକ୍। ଏହା ମାତ୍ର ତିନି ସେକେଣ୍ଡ୍‌ରେ ଘଣ୍ଟା ପିଛା ୧୦୦ କିମି ବେଗରେ ଏବଂ ୮.୩ ସେକେଣ୍ଡ୍‌ରେ ଘଣ୍ଟା ପିଛା ୨୦୦ କିମି ବେଗରେ ଗତି କରିବାକୁ ପ୍ରସ୍ତୁତ ହୋଇଯିବ। କାର୍‌ର ସର୍ବୋଚ୍ଚ ସ୍ପିଡ୍ ହେଉଛି ଘଣ୍ଟା ପିଛା ୩୩୦ କିଲୋମିଟର। ଏହାର ମୂଲ୍ୟ ୫ କୋଟି ଟଙ୍କାରୁ ଅଧିକ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe