ଭୁବନେଶ୍ବର: ସରକାରୀ କର୍ମଚାରୀମାନଙ୍କୁ କୃତ୍ରିମ ବୁଦ୍ଧିମତା (ଏଆଇ) ଓ କ୍ଲାଉଡ୍ ଉପରେ ଅଧିକ ଦକ୍ଷତା ପ୍ରଦାନ କରିବା ଲାଗି ମାଇକ୍ରୋସଫ୍ଟ ପକ୍ଷରୁ ଡିଜିଟାଲ୍ ଗଭର୍ଣ୍ଣାସ୍ ଟେକ୍ ଟୁର୍ ଆୟୋଜନ କରାଯାଇଛି। ଏହି ଅଭିଯାନରେ କଂପାନି ୧୨ ମାସ ଭିତରେ ୫୦୦୦ରୁ ଅଧିକ କର୍ମଚାରୀଙ୍କୁ ତାଲିମ ପ୍ରଦାନ କରିବ। ଏହି ଅବସରରେ ଅନେକ ପ୍ରକାର କ୍ଷେତ୍ର ଭିତିକ ଓ ଭର୍ଚୁଆଲ୍ କର୍ମଶାଳା ଆୟୋଜନ କରାଯିବ।
ମାଇକ୍ରୋସଫ୍ଟର କୌଶଳ ବିକାଶ ଅଭିଯାନ
Advertisment
Follow Us