ମିଶେଲିନ୍‌ର ନୂଆ ଟାୟାର

Advertisment
ମିଶେଲିନ୍‌ର ନୂଆ ଟାୟାର

ଭୁବନେଶ୍ବର: ମିଶେଲିନ୍ ପକ୍ଷରୁ ମାଇମେସି ୪ଏସ୍‌ଟି ନାମକ ନୂତନ ଟାୟାରକୁ ଉନ୍ମୋଚନ କରାଯାଇଛି। ଏହି ଟାୟାର ଦ୍ବାରା ଗାଡ଼ିର ବ୍ରେକ୍ କ୍ଷମତାରେ ଉନ୍ନତି ଆସିବ। ଓଦା ସଡ଼କରେ ମଧ୍ୟ ଏହାର ପ୍ରଦର୍ଶନ ବହୁତ ଭଲ ରହିଛି। ଏହି ଟାୟାରର ପ୍ରଦର୍ଶନ ନୂଆରେ ଯେଭଳି ପୁରୁଣା ହେବା ବେଳେ ମଧ୍ୟ ସେହିଭଳି ରହିବ ବୋଲି କଂପାନି ପକ୍ଷରୁ କୁହାଯାଇଛି। ଏହାର ଥ୍ରେଡ୍‌ ପାଟର୍ନ ଓ ଗ୍ରିପ୍ ବହୁତ ଭଲ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe