ନୂଆଦିଲ୍ଲୀ: ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ସରକାରୀ ଦୂରସଂଚାର କଂପାନି ବିଏସ୍ଏନ୍ଏଲ୍କୁ ଆମେ ବଞ୍ଚାଇ ରଖିବାକୁ ଚାହୁଛୁ ବୋଲି କେନ୍ଦ୍ର ଦୂରସଂଚାର ମନ୍ତ୍ରୀ ରବି ଶଙ୍କର ପ୍ରସାଦ କହିଛନ୍ତି। ଦୂରସଂଚାର ବଜାରରେ ତୀବ୍ର ପ୍ରତିଦ୍ବନ୍ଦ୍ବିତା ଲାଗି ରହିବା ଓ କର୍ମଚାରୀଙ୍କ ଦେୟ ବାବଦରେ ବିପୁଳ ପରିମାଣର ଟଙ୍କା ଖର୍ଚ ହେଉଥିବାରୁ ବିଏସ୍ଏନ୍ଏଲ୍ର ଅବସ୍ଥା ଏଭଳି ହୋଇଛି ବୋଲି ସେ କହିଛନ୍ତି। କଂପାନି ପାଖରେ ୪ଜି ସେବା ନଥିବା ମଧ୍ୟ ଏହାର ଖରାପ ସ୍ଥିତିର ଅନ୍ୟ ଏକ କାରଣ ବୋଲି ସେ କହିଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us