ମୋବାଇଲ୍‌ ରିଚାର୍ଜ ପାଇଁ ଅଧିକ ଗଣିବାକୁ ପଡ଼ିବ

Advertisment
ମୋବାଇଲ୍‌ ରିଚାର୍ଜ ପାଇଁ ଅଧିକ ଗଣିବାକୁ ପଡ଼ିବ

news 18

ନୂଆଦିଲ୍ଲୀ: ସୁଲଭ ମୂଲ୍ୟର ରିଚାର୍ଜ ସେବା ଖୁବ୍‌ଶୀଘ୍ର ଇତିହାସ ପାଲଟିବ। କାରଣ ଦେଶର ଦୁଇ ପ୍ରମୁଖ ଟେଲିକମ୍ କଂପାନି ଏୟାରଟେଲ୍‌ ଓ ଭୋଡାଫୋନ୍ ଆଇଡିଆ ପକ୍ଷରୁ ପ୍ରିପେଡ୍ ରିଚାର୍ଜ ଦାମ୍‌ ବୃଦ୍ଧି କରାଯାଇଛି। ଗତକାଲି ଏୟାରଟେଲ୍‌ ପକ୍ଷରୁ ବିଭିନ୍ନ ରିଚାର୍ଜ ପ୍ଲାନ୍‌ର ମୂଲ୍ୟ ୨୫% ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା।

ମଙ୍ଗଳବାର ଭୋଡାଫୋନ୍ ଆଇଡିଆ ପକ୍ଷରୁ ପ୍ରିପେଡ୍‌ ରିଚାର୍ଜ ପ୍ଲାନ୍ ଦାମ୍ ବୃଦ୍ଧି କରାଯାଇଛି। ଚଳିତ ମାସ ୨୫ରୁ ନୂତନ ଟାରିଫ୍ ମୂଲ୍ୟ ଲାଗୁ ହେବ। ନିଜ ଆର୍ଥିକ ସ୍ଥିତିରେ ସୁଧାର ଆଣିବା ଲାଗି ଏହି ଦୁଇ କଂପାନି ରିଚାର୍ଜ ଦାମ୍ ବଢ଼ାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe