ମୋଦୀଙ୍କୁ ଅନୁକରଣ କଲେ ଇମ୍ରାନ

Advertisment
କାନ୍ଦିପାରନ୍ତି ପାକିସ୍ତାନ ଜନତା! ଇମ୍ରାନ  ଲଗାଇଲେ କଡା ଟିକସ

ନୂଆଦିଲ୍ଲୀ: ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅନୁକରଣ କରିଛନ୍ତି। ଏକ ଟିଭି ବାର୍ତା ଜରିଆରେ ସେ ଦେଶବାସୀଙ୍କୁ ଟିକସ ପ୍ରଦାନ କରିବାକୁ ଆହ୍ବାନ ଦେଇଛନ୍ତି। ଏଥି ସହିତ ଶେଷ ‘ସମ୍ପତ୍ତି ଘୋଷଣା ସ୍କିମ୍‌’ର ଲାଭ ଉଠାଇବାକୁ କହିଛନ୍ତି। ୨୦୧୬ରେ କଳାଧନ ବି‌ରୋଧରେ ଲଢ଼େଇ ଆରମ୍ଭ କରି ମୋଦୀ ସେହିଭଳି ଧରଣର ପଦକ୍ଷେପ ଗ୍ରହଣ କରିଥିଲେ। ପାକିସ୍ତାନ ଅର୍ଥନୀତି ସଙ୍କଟ ମଧ୍ୟ ଦେଇ ଗତି କରୁଥିବାରୁ ରାଜସ୍ବ ପରିମାଣ ବଢ଼ାଇବା ପାଇଁ ଇମ୍ରାନ ଏଭଳି ପଦକ୍ଷେପ ନେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe