ମୁମ୍ବାଇ: ଲୋକସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିପୁଳ ବିଜୟ ପରେ ଡଲାର ଓ ଅନ୍ୟାନ୍ୟ ବୈଦେଶିକ ମୁଦ୍ରା ତୁଳନାରେ ଟଙ୍କା ବେଶ ସୁଦୃଢ଼ ହେବାରେ ଲାଗିଛି। ଏହା ଏସିଆର ସର୍ବାଧିକ ଭଲ ପ୍ରଦର୍ଶନ କରୁଥିବା ବିନିମୟ ମୁଦ୍ରା ହୋଇପାରିଛି। ଟଙ୍କାର ଏଭଳି ସୁଦୃଢ଼ ସ୍ଥିତିକୁ ନେଇ ବିଭିନ୍ନ ମହଲ ଖୁସି ବ୍ୟକ୍ତ କରୁଥିବା ବେଳେ ଭାରତୀୟ ରିଜର୍ଭ ବ୍ୟାଙ୍କ କିନ୍ତୁ ଚିନ୍ତିତ ହୋଇପଡ଼ିଲାଣି। ଟଙ୍କା ମୂଲ୍ୟରେ ଉନ୍ନତିର ଖରାପ ଦିଗଟି ହେଉଛି ରପ୍ତାନି ବଜାରରେ ଭାରତ ନିଜର ଆକର୍ଷଣ ହରାଇବ।
ରିଜର୍ଭ ବ୍ୟାଙ୍କର ଚିନ୍ତା ବଢ଼ାଇବ ଟଙ୍କା ମୂଲ୍ୟ
Advertisment
Follow Us