ମୋଟୋ ଜି ୫ଏସ୍‌ ପ୍ଲସ୍‌ ଏବେ ଆହୁରି ଶସ୍ତା

Advertisment
ମୋଟୋ ଜି ୫ଏସ୍‌ ପ୍ଲସ୍‌ ଏବେ ଆହୁରି ଶସ୍ତା

ଭୁବନେଶ୍ୱର: ମୋଟୋରୋଲା ତାହାର ମଧ୍ୟମ ରେଞ୍ଜ୍‌ର ସ୍ମାର୍ଟଫୋନ୍‌ ମୋଟୋ ଜି ୫ଏସ୍‌ ପ୍ଲସ୍‌ର ନିର୍ଦ୍ଧାରିତ ମୂଲ୍ୟ ୧୦୦୦ ଟଙ୍କା ହ୍ରାସ କରିବା ନିମନ୍ତେ ଘୋଷଣା କରିଛି। ଏହି ଫୋନ୍‌ର ନିର୍ଦ୍ଧାରିତ ମୂଲ୍ୟକୁ କମ୍ପାନି ହଜାରେ ଟଙ୍କା ହ୍ରାସ କରି ୧୫ ହଜାର ଟଙ୍କାରୁ କମ୍‌ ବର୍ଗ ସ୍ମାର୍ଟଫୋନ୍‌ ମଧ୍ୟରେ ପ୍ରବେଶ କରାଇଛି। ଏହି ସ୍ମାର୍ଟଫୋନ୍‌ ବର୍ତ୍ତମାନ ଆମାଜନ୍‌ ଡଟ୍‌ ଇନ୍‌ ଓ ଦେଶରେ ଥିବା ସମସ୍ତ ମୋଟୋ ହବ୍‌ ଷ୍ଟୋର୍‌ମାନଙ୍କରେ ୧୪,୯୯୯ ଟଙ୍କାରେ ଉପଲବ୍ଧ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe