ମାଞ୍ଚେଷ୍ଟର: ଟିକସ ଫାଙ୍କି ଅଭିଯୋଗରେ ଇଂଲଣ୍ଡର ଲୋକପ୍ରିୟ ଫୁଟ୍ବଲ୍ କ୍ଲବ୍ ମାଞ୍ଚେଷ୍ଟର ୟୁନାଇଟେଡ୍ର ପ୍ରବନ୍ଧକ ଜୋସ୍ ମୌରିନୋଙ୍କୁ ଜେଲ୍ ଦଣ୍ଡ ମିଳିଛି। ସ୍ପେନ୍ ଟିକସ ବିଭାଗ ସହ ହୋଇଥିବା ଚୁକ୍ତି ଅନୁଯାୟୀ ମୌରିନୋ ନିଜ ଦୋଷ ସ୍ୱୀକାର କରିବା ସହ ଏକବର୍ଷର ଜେଲ ଦଣ୍ଡକୁ ମାନି ନେଇଛନ୍ତି।
ମାଞ୍ଚେଷ୍ଟର ୟୁନାଇଟେଡ୍ ପ୍ରବନ୍ଧକ ମୌରିନୋଙ୍କୁ ଜେଲ୍
Advertisment
Follow Us