ମୁକେଶ ଅମ୍ବାନିଙ୍କୁ ମିଳିଲା ଜେଡ୍ ପ୍ଲସ୍ ସୁରକ୍ଷା

ମୁକେଶ ଅମ୍ବାନିଙ୍କୁ ମିଳିଲା ଜେଡ୍ ପ୍ଲସ୍ ସୁରକ୍ଷା

NDTV.com

ନୂଆଦିଲ୍ଲୀ: ବିଶିଷ୍ଟ ଶିଳ୍ପପତି ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ମୁଖ୍ୟ ମୁକେଶ ଅମ୍ବାନିଙ୍କ ଜୀବନ ପ୍ରତି ବିପଦ ଅଛି ବୋଲି ଗୁଇନ୍ଦା ରିପୋର୍ଟ ମିଳିବା ପରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ତାଙ୍କ ସୁରକ୍ଷାକୁ ଜେଡ୍ ପ୍ଲସ୍‌ ସ୍ତରକୁ ବୃଦ୍ଧି କରାଯାଇଛି। ୨୦୧୩ରୁ ତାଙ୍କୁ ଜେଡ୍‌ ସ୍ତରର ସୁରକ୍ଷା ମିଳିଥିଲା। ଜେଡ୍‌ ପ୍ଲସ୍‌ ସୁରକ୍ଷା ତାଙ୍କୁ ୪୦-୫୦ ଜଣ କମାଣ୍ଡୋ‌ଙ୍କ ସୁରକ୍ଷା ମିଳିବ। ସେଥିପାଇଁ ଯେଉଁ ଖର୍ଚ୍ଚ ହେବ ତାହା ମୁକେଶ ନିଜେ ବହନ କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe