୧୦୦୦ ଟଙ୍କାରେ ଆରମ୍ଭ ହୋଇଥିଲା ରିଲାଏନ୍ସ: ମୁକେଶ ଅମ୍ବାନି

Advertisment
ମୁକେଶଙ୍କ ନେତୃତ୍ବରେ ରିଲାଏନ୍ସ : ପେଟ୍ରୋକେମିକାଲ୍ସ, ଟେଲିକମ୍, ଡାଟା, ରିଟେଲ୍ସ ପରେ ଏବେ ନଜରରେ ନିଉ ଏନର୍ଜି, ୨୦ ବର୍ଷରେ ଲାଭ ୨୦ ଗୁଣା

NewsState

ମୁମ୍ବାଇ: ଭାରତ ଗସ୍ତରେ ଆସିଥିବା ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲାଙ୍କ ସହ ସ୍ବତନ୍ତ୍ର ଆଲୋଚାନା ବେଳେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଅଧ୍ୟକ୍ଷ ମୁକେଶ ଅମ୍ବାନି କହିଛନ୍ତି ତାଙ୍କ ବାପା ଧୀରୁଭାଇ ଅମ୍ବାନି ଏକ ଟେବୁଲ, ଚୌକିକୁ ଏବଂ ୧୦୦୦ ଟଙ୍କାର ପୁଞ୍ଜି ନେଇ ପାଞ୍ଚ ଦଶନ୍ଧୀ ପୂର୍ବେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌କୁ ଆରମ୍ଭ କରିଥିଲେ। ପ୍ରଥମେ ତାହା ଏକ କୁଟୀର ଶିଳ୍ପ ଭଳି ଥିଲା। କିଛି ଦିନ ପରେ କ୍ଷୁଦ୍ର ଶିଳ୍ପ ଏବଂ ଏବେ ବୃହତ ଶିଳ୍ପରେ ପରିଣତ ହୋଇଛି। ଭାରତରେ ପ୍ରତି ଉଦ୍ୟୋଗୀଙ୍କ ପାଖରେ ଧୀରୁଭାଇ ଅମ୍ବାନି ଏବଂ ବିଲ୍‌ ଗେଟସ୍‌ଙ୍କ ଭଳି ଧନୀ ବ୍ୟକ୍ତି ହେବାର ସୁଯୋଗ ରହିଛି ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe