ଟ୍ବିଟର ମୁଖ୍ୟାଳୟରେ ମସ୍କ

Advertisment
ଛଟେଇ କରିବାରେ ଖୁସି ମିଳେନି: ମସ୍କ

latimes.com

ନୂଆଦିଲ୍ଲୀ: ଦେଶର ଏକ ନମ୍ବର ଧନୀ ଏଲନ୍ ମସ୍କ ନିଜେ କିଣିବାକୁ ଯାଉଥିବା କଂପାନି ଟ୍ବିଟର୍‌ର ଆମେରିକାର ସାନ୍‌ଫ୍ରାନ୍‌ସିସ୍‌କୋ ସ୍ଥିତ ମୁଖ୍ୟାଳୟ ପରିଦର୍ଶନ କରିଛନ୍ତି। ସେ ନିଜର ଟ୍ବିଟର ବାୟୋକୁ ପରିବର୍ତ୍ତନ କରି ‘ଚିଫ୍‌ ଟ୍ବିଟ୍‌’ ଲେଖିଛନ୍ତି। ଏକ ସିଙ୍କ୍‌ ଧରି କାର୍ଯ୍ୟାଳୟରେ ବୁଲୁଥିବା ଏକ ଭିଡିଓ ଭାଇରାଲ୍ ହୋଇଛି। ଟ୍ବିଟରକୁ କାହିଁକି କିଣୁଛନ୍ତି ତାହାର କାରଣ ଜଣାଇଛନ୍ତି ମସ୍କ। ମାନବତା ଏବଂ ସଭ୍ୟତାର ଭବିଷ୍ୟତ ଲାଗି ସେ ଟ୍ବିଟରକୁ କିଣୁଥିବା କହିଛନ୍ତି। ସେ ମୁକ୍ତ ବିତର୍କ ପାଇଁ ଏକ ଉପଯୁକ୍ତ ମଞ୍ଚ ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe