ନୂଆଦିଲ୍ଲୀ: ବିଶ୍ବ ଧନୀ ତାଲିକାରେ ପୁଣି ପରିବର୍ତ୍ତନ ହୋଇଛି। କିଛି ମାସ ଲାଗି ଶୀର୍ଷ ସ୍ଥାନରୁ ବିଦାୟ ନେଇଥିବା ଟେସ୍ଲାର ମୁଖ୍ୟ ଏଲନ୍ ମସ୍କ ପୁଣି ଥରେ ବିଶ୍ବର ଏକ ନମ୍ବର ଧନୀ ମୁକୁଟ ହାସଲ କରିଛନ୍ତି। ଏକ ନମ୍ବର ସ୍ଥାନରେ ଥିବା ଲୁଇ ଭୁଟନର ମାଲିକ ବର୍ନାର୍ଡ ଆର୍ନଲ୍ଟଙ୍କୁ ସେ ପଦଚ୍ୟୁତ କରିଛନ୍ତି। ଗତ ଡିସେମ୍ବରରେ ମସ୍କଙ୍କୁ ଅତିକ୍ରମ କରି ଆର୍ନଲ୍ଟ ଧନୀ ତାଲିକାର ଏକ ନମ୍ବର ସ୍ଥାନରେ ପହଞ୍ଚିଥିଲେ।
ମସ୍କ ପୁଣି ଏକ ନମ୍ବର
Advertisment
Follow Us