ବୟସ୍କଙ୍କୁ ମୁଥୁଟ୍‌ ଫାଇନାନ୍ସର ସହାୟତା

ମୁଥୁଟ୍‌ ଗ୍ରୁପ୍ ଜେଏମ୍‌ଡିଙ୍କୁ ଚାଣକ୍ୟ ପୁରସ୍କାର

Photo-HinduBusinessLine

ନୂଆଦିଲ୍ଲୀ: ମୁଥୁଟ୍‌ ଫାଇନାନ୍ସ ପକ୍ଷରୁ ଥାର୍ଡ ପ୍ଲାନେଟ୍ ଫାଉଣ୍ଡେସନ ସହଯୋଗିତାରେ ବୟସ୍କ ଲୋକ, ପୁଷ୍ଟିହୀନ, ସମ୍ବେଦନଶୀଳ, ଉପେକ୍ଷୀତ ବର୍ଗ ଓ ଭିନ୍ନକ୍ଷମମାନଙ୍କୁ ବିନା ମୂଲ୍ୟରେ ଟିକାକରଣ କେନ୍ଦ୍ର ପର୍ଯ୍ୟନ୍ତ ଯିବାଆସିବା କରିବାର ସୁବିଧା ପ୍ରଦାନ କରାଯାଉଛି। ସିଏସ୍‌ଆର୍ ଅଭିଯାନର ଅଂଶ ଭାବେ କଂପାନି ତରଫରୁ ଦିଲ୍ଲୀ, ଗୁରୁଗ୍ରାମ ଓ ଫରିଦାବାଦର ଲୋକମାନଙ୍କୁ ଏହି ସୁବିଧା ଦିଆଯାଉଛି। ଏ ସମ୍ପର୍କରେ କଂପାନିର ଉପ ପରିଚାଳନା ନିର୍ଦେଶକ ଆଲେକ୍‌ଜାଣ୍ଡର ଜର୍ଜ ମୁଥୁଟ୍‌ କହିଛନ୍ତି ଯେ ବୟସ୍କ ଲୋକମାନଙ୍କୁ ଆମେ ଟିକାକରଣ କେନ୍ଦ୍ର ପର୍ଯ୍ୟନ୍ତ ପହଞ୍ଚାଉଛୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe