ଭୁବନେଶ୍ବର: ନାଲ୍କୋ ଗ୍ରିନ୍ ଆୱାର୍ଡସ୍ ୨୦୧୮ ପାଇଁ ଆବେଦନ ଆହ୍ବାନ କରାଯାଇଛି। ସବୁଜ ବୈଷୟିକ ବିଜ୍ଞାନ କ୍ଷେତ୍ରରେ କାମ କରୁଥିବା ଇଞ୍ଜିନିୟରମାନଙ୍କୁ ସ୍ବୀକୃତି ପ୍ରଦାନ କରିବା ଏହି ପୁରସ୍କାରର ମୂଳ ଲକ୍ଷ୍ୟ। ଇଞ୍ଜିନିୟରିଂ ଦିବସ ଅବସରରେ ଏହି ବାର୍ଷିକ ପୁରସ୍କାର ପ୍ରଦାନ କରାଯିବ। ପ୍ରଥମ, ଦ୍ବିତୀୟ ଓ ତୃତୀୟ ବିଜେତାଙ୍କୁ ଯଥାକ୍ରମେ ୨ ଲକ୍ଷ ଟଙ୍କା, ୧ ଲକ୍ଷ ଟଙ୍କା ଓ ୫୦ ହଜାର ଟଙ୍କା ସମେତ ମାନପତ୍ର ପ୍ରଦାନ କରାଯିବ। ନାଲ୍କୋ ୱେବସାଇଟ୍ର ସବୁ କାଗଜପତ୍ର ସହିତ ଡିସେମ୍ବର ୮ ତାରିଖ ପର୍ଯ୍ୟନ୍ତ ଏହି ପୁରସ୍କାର ପାଇଁ ଆବେଦନ କରାଯାଇପାରିବ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us