ଭୁବନେଶ୍ୱର: ୬୩ତମ ଜାତୀୟ ବିଦ୍ୟାଳୟ କ୍ରୀଡା ପ୍ରତିଯୋଗୀତା ଅବସରରେ ଅତିଥି ଭାବେ ଯୋଗ ଦେଇ ନାଲ୍କୋର ସିଏମ୍ଡି ଡକ୍ଟର ତପନ କୁମାର ଚାନ୍ଦ କହିଛନ୍ତି ଯେ କଂପାନି ୨୦୦ ନୂଆ କ୍ରୀଡ଼ାବିତ୍ଙ୍କୁ ସାହାଯ୍ୟ କରିବ। ସେମାନଙ୍କୁ ଜାତୀୟ ସ୍ତରର ପ୍ରତିଯୋଗିତାରେ ପହଞ୍ଚାଇବା ପାଇଁ ନାଲ୍କୋ ପ୍ରୟାସ କରିବ। କ୍ରୀଡ଼ାକୁ କ୍ୟାରିୟର ଏବଂ ରୋଜଗାରର ମାଧ୍ୟମ ଭାବେ ଦେଖିବାକୁ ସେ କହିଛନ୍ତି। କିଟ୍ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ଓ ସ୍କୁଲ ଗେମ୍ସ ଫେଡେରେସନ ଅଫ ଇଣ୍ଡିଆର ମିଳିତ ଆନୁକୁଲ୍ୟରେ ଏହି ପ୍ରତିଯୋଗିତା ଆୟୋଜନ କରାଯାଇଛି।
ନାଲ୍କୋ ୨୦୦ ନୂଆ କ୍ରୀଡ଼ାବିତ୍ଙ୍କୁ ସାହାଯ୍ୟ କରିବ: ସିଏମ୍ଡି
Advertisment
Follow Us