ନୂଆ ଅଡି କ୍ୟୁ୫ ବୁକିଙ୍ଗ୍‌ ୫୦୦ ଟପିଲା

Advertisment
ନୂଆ ଅଡି କ୍ୟୁ୫ ବୁକିଙ୍ଗ୍‌ ୫୦୦ ଟପିଲା

ଭୁବନେଶ୍ୱର: ଅଡି ଇଣ୍ଡିଆ ପକ୍ଷରୁୁ ଘୋଷଣା କରାଯାଇଛି ଯେ ନୂତନ ଭାବେ ଉନ୍ମୋଚିତ ହୋଇଥିବା କ୍ୟୁ୫ର ବୁକିଙ୍ଗ ୫୦୦ରୁ ଅଧିକ ହୋଇଗଲାଣି। ଅଡି କ୍ୟୁ ରେଂଜ୍‌ର ଗାଡ଼ିଗୁଡ଼ିକ ଗ୍ରାହକମାନଙ୍କ ପାଖରେ ବେଶ ଲୋକପ୍ରିୟ। କ୍ୱାତ୍ରୋ-ଫୋର୍‌ ହ୍ଵିଲ୍‌ ଡ୍ରାଇଭ୍‌, ଡ୍ରାଇଭର୍‌ ଆସିଷ୍ଟାନ୍‌ସ ସହିତ ଚମତ୍କାର ଇନ୍‌ଫୋଟେନ୍‌ମେଣ୍ଟ୍‌ ବ୍ୟବସ୍ଥା ଦ୍ୱିତୀୟ ପିଢ଼ିର କ୍ୟୁ୫କୁ ଏହି ବର୍ଗର ସବୁଠୁ ଅଗ୍ରଣୀ ଗାଡ଼ିରେ ପରିଣତ କରିପାରିଛି। ନୂଆ କ୍ୟୁ୫ର ମୂଲ୍ୟ ୫୩ ଲକ୍ଷ ୨୫ ହଜାର ଟଙ୍କାରୁ ଆରମ୍ଭ ହୋଇଛି। କ୍ୟୁ୫ର ବର୍ଦ୍ଧିତ ଚାହିଦା ଏହାକୁ ଏହି କ୍ଷେତ୍ରର ସବୁଠୁ ଅଗ୍ରଣୀ କାର୍‌ ଭାବେ ପ୍ରମାଣିତ କରୁଛି ବୋଲି କଂପାନିର ମୁଖ୍ୟ ରାହିଲ ଅନ୍‌ସାରି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe