ରିଲାଏନ୍ସ ଜୁଏଲ୍ସର ନୂଆ ଗହଣା

Advertisment
ରିଲାଏନ୍ସ ଜୁଏଲ୍ସର ନୂଆ ଗହଣା

ମୁମ୍ବାଇ: ରିଲାଏନ୍ସ ଜୁଏଲ୍ସ ଏହାର ଦ୍ବାଦଶ ବାର୍ଷିକ ଉତ୍ସବ ପାଳନ ପରିପ୍ରେକ୍ଷୀରେ ଗ୍ରାହକଙ୍କ ପାଇଁ ନୂଆ ‘ଆଭାର’ ଗହଣା ସମ୍ଭାର ଆଣିଛି। ଏହି ସ୍ବତନ୍ତ୍ର ଗହଣା ସମ୍ଭାର ଆଣି ରିଲାଏନ୍ସ ଜୁଏଲ୍ସ ଗ୍ରାହକଙ୍କ ନିକଟରେ ନିଜର କୃତଜ୍ଞତା ପ୍ରକାଶ ପାଇଁ ପ୍ରୟାସ କରିଛି। ଭାରତର ଜାତୀୟ ପକ୍ଷୀ ମୟୂରରୁ ଅନୁପ୍ରାଣୀତ ହୋଇ କମ୍ପାନି ଏହି ନୂଆ କଲେକ୍ସନ ଗହଣା ଆଣିଛି। ଗହଣାର ଡିଜାଇନ, ରଙ୍ଗ ଏବଂ ପ୍ୟାଟର୍ଣ୍ଣ ସବୁକିଛି ମୟୂର ଦ୍ବାରା ଅନୁପ୍ରାଣୀତ। ଗ୍ରାହକଙ୍କୁ ଏହା ଷ୍ଟାଇଲିସ୍ ଅନୁଭୂତି ପ୍ରଦାନ କରିବ ବୋଲି କମ୍ପାନି ଆଶା ରଖିଛି। ଏଥିସହିତ ରିଲାଏନ୍ସ ଜୁଏଲ୍ସ ପକ୍ଷରୁ ସୁନା ଗହଣାରେ ‌ଗଢ଼ା ମଜୁରି ଉପରେ ୨୪ ପ୍ରତିଶତ ପର୍ଯ୍ୟନ୍ତ ଏବଂ ହୀରା ଗହଣା ଉପରେ ୨୪ ପ୍ରତିଶତ ପର୍ଯ୍ୟନ୍ତ ରିହାତି ପ୍ରଦାନ କରୁଛି। ଏହି ଅଫର ଆସନ୍ତା ୧ ତାରିଖ ପର୍ଯ୍ୟନ୍ତ ଉପଲବ୍ଧ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe