ଭୁବନେଶ୍ବର: ଏଚ୍ଏମ୍ଡି ଗ୍ଲୋବାଲ୍ ପକ୍ଷରୁ ନୂଆ ନୋକିଆ ୬.୨ ଫୋନ୍ର ବଜାର ପ୍ରବେଶ କରାଯାଇଛି। ଏଥିରେ ଟ୍ରିପଲ୍ କ୍ୟାମେରା ଓ ପିଓର ଡିସ୍ପ୍ଲେ ପ୍ରଯୁକ୍ତି ରହିଛି। ୪ଜିବି/୬୪ଜିବି ମଡେଲ୍ର ଦାମ୍ ୧୫,୯୯୯ ଟଙ୍କା ରହିଛି। ଏହା ବ୍ଲାକ୍ ସେରାମିକ୍ ଓ ଆଇସ୍ ରଙ୍ଗରେ ଉପଲବ୍ଧ ହେଉଛି। ଗ୍ରାହକମାନେ ନୋକିଆ ଡଟ୍ କମ୍, ଆମାଜନ୍ ଡଟ୍ ଇନ୍ ଓ ବିଭିନ୍ନ ଷ୍ଟୋର୍ରୁ ଏହାକୁ କିଣିପାରିବେ। ଆମେ ନୋକିଆ ୬.୨ ଫୋନ୍କୁ ଭାରତରେ ଉନ୍ମୋଚନ କରି ବହୁତ ଆନନ୍ଦିତ ବୋଲି ଏଚ୍ଏମ୍ଡି ଗ୍ଲୋବାଲ୍ର ଉପସଭାପତି ଅମୟ ମେହତା କହିଛନ୍ତି।
      
          ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
      
    
  
  
 
  
    Here are a few more articles:
    
        
    
            
            {{#pages}}
                
                
                
            {{/pages}}
            
        
    
    
  
 Follow Us