ୱିଣ୍ଡୋଜ୍ ପାଇଁ ନୂଆ ହ୍ବାଟ୍‌ସଆପ୍ ଆପ୍‌

Advertisment
ୱିଣ୍ଡୋଜ୍ ପାଇଁ ନୂଆ ହ୍ବାଟ୍‌ସଆପ୍ ଆପ୍‌

Mint

ନୂଆଦିଲ୍ଲୀ: ମେଟାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ମାର୍କ ଜୁକରବର୍ଗ ୱିଣ୍ଡୋଜ୍‌ ପାଇଁ ନୂଆ ହ୍ବାଟସଆପ୍‌ ଆପ୍ ଉନ୍ମୋଚନ କରିଛନ୍ତି। ନୂଆ ଆପ୍‌ରେ ବ୍ୟବହାରକାରୀମାନେ ସେମାନଙ୍କ ଡେସ୍କଟପ୍‌ରୁ ଗ୍ରୁପ୍‌ରେ ୮ ଜଣ ପର୍ଯ୍ୟନ୍ତ ଲୋକଙ୍କୁ ଭିଡିଓ କଲ୍ ଏବଂ ୩୨ ଜଣ ପର୍ଯ୍ୟନ୍ତ ଲୋକଙ୍କୁ ଅଡିଓ କଲ୍‌ କରିପାରିବେ। କମ୍ପ୍ୟୁଟର ଏବଂ ଟାବଲେଟରେ ଏହି ଆପ୍‌ର ବ୍ୟବହାର ବୃଦ୍ଧି ପାଉଥିବାରୁ କମ୍ପାନି ଏହାର ବିକାଶ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe