ନୂଆଦିଲ୍ଲୀ: ପରିବାରବର୍ଗ ଓ କିଛି ହାତଗଣତି ବନ୍ଧୁଙ୍କ ଗହଣରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଝିଅ ପରକଳା ଭାଙ୍ଗାମାୟୀଙ୍କ ବିବାହ ପ୍ରତୀପଙ୍କ ସହିତ ହୋଇଛି। ବ୍ରହ୍ମଣ ରୀତିନୀତିରେ ହୋଇଥିବା ଏହି ବିବାହରେ କୌଣସି ବଡ଼ ରାଜନତୋଙ୍କୁ ଦେଖିବାକୁ ମିଳିନଥିଲା। ବିବାହ ଶେଷରେ ନବ ଦମ୍ପତି ଉଡୁପି ଅଦମାରୁ ମଠର ସାଧୁସନ୍ଥଙ୍କଠାରୁ ଆଶୀର୍ବାଦ ନେଇଥିଲେ। ଝିଅ ବାହାଘର ଦିନ ନିର୍ମଳା ଏକ ମୋଲକାଲମୁରୁ ଶାଢ଼ି ପିନ୍ଧିଥିବା ବେଳେ ତାଙ୍କ ଝିଅ ଏକ ଗୋଲାପୀ ରଙ୍ଗ ଶାଢ଼ି ପିନ୍ଧିଥିଲେ।
ନିର୍ମଳାଙ୍କ ନିରାଡ଼ମ୍ବର ଝିଅ ବାହାଘର
Advertisment
Follow Us