ମଧ୍ୟବିତ୍ତଙ୍କୁ ଆୟକର ଆଶ୍ବସ୍ତି ଉପରେ ମତ ଦେଲେ ନିର୍ମଳା

Advertisment

ମଧ୍ୟବିତ୍ତଙ୍କ ଟିକସ ବୋଝ ଉପରେ ‘ଏକ୍ସ’ରେ ଆଲୋଚନା କରିଥିବ‌ା ଜଣେ ବ୍ୟକ୍ତିଙ୍କ ପୋଷ୍ଟ ଉପରେ ମତ ରଖିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ତୁଷାର ଶର୍ମା ନାମକ ଜଣେ ବ୍ୟକ୍ତି ଲେଖିଥିଲେ ଯେ ଅର୍ଥନୀତି ପାଇଁ ଆପଣଙ୍କ ଉଦ୍ୟମ ଓ ଯୋଗଦାନକୁ ଆମେ ପ୍ରଶଂସା କରୁଛୁ।

ସୋସିଆଲ ମିଡିଆ ଆର୍ଥିକ ପରାମର୍ଶଦାତାଙ୍କ ଉପରେ ଲାଗିବନି କଟକଣା

ନୂଆଦିଲ୍ଲୀ: ମଧ୍ୟବିତ୍ତଙ୍କ ଟିକସ ବୋଝ ଉପରେ ‘ଏକ୍ସ’ରେ ଆଲୋଚନା କରିଥିବ‌ା ଜଣେ ବ୍ୟକ୍ତିଙ୍କ ପୋଷ୍ଟ ଉପରେ ମତ ରଖିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ତୁଷାର ଶର୍ମା ନାମକ ଜଣେ ବ୍ୟକ୍ତି ଲେଖିଥିଲେ ଯେ ଅର୍ଥନୀତି ପାଇଁ ଆପଣଙ୍କ ଉଦ୍ୟମ ଓ ଯୋଗଦାନକୁ ଆମେ ପ୍ରଶଂସା କରୁଛୁ। ମଧ୍ୟବିତ୍ତ ଶ୍ରେଣୀଙ୍କୁ କିଛିଟା ଆଶ୍ବସ୍ତି ଦେବା ବିଷୟରେ ବିଚାର କରିବାକୁ ଆମେ ଅନୁରୋଧ କରୁଛୁ। ତେବେ ଏଥିରେ ରହିଥିବା ଆହ୍ବାନକୁ ଆମେ ବୁଝିଛୁ। ଏହା ଉପରେ ମତ ଦେଇ ନିର୍ମଳା ଜଣାଇଛନ୍ତି ଯେ ଆପଣ ବିଷୟକୁ ବୁଝିଥିବାରୁ ଧନ୍ୟବାଦ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ଏକ ପ୍ରତିକ୍ରିୟାଶୀଳ ସରକାର। ଲୋକଙ୍କ କଥାକୁ ଶୁଣୁଛୁ। ଆପଣ ବୁଝିଥିବାରୁ ପୁଣି ଥରେ ଧନ୍ୟବାଦ ଜଣାଉଛି। ଆପଣଙ୍କ ପରାମର୍ଶ ବେଶ୍ ମୂଲ୍ୟବାନ। ମଧ୍ୟବିତ୍ତଙ୍କ ଉପରେ ଆୟକର ବୋଝ ବହୁ ଦିନ ଧରି ଏକ ବଡ଼ ପ୍ରସଙ୍ଗ ହୋଇରହିଛି। ବଜେଟ୍ ସମୟ ଆସିଲେ ଏହା ଉପରେ ବ୍ୟାପକ ଆଲୋଚନା ହୋଇଥାଏ। ଚଳିତ ବର୍ଷ ବଜେଟ୍‌ରେ ବେତନଭୋଗୀମାନଙ୍କୁ ଆୟକରରେ କିଛିଟା ଆଶ୍ବସ୍ତି ପ୍ରଦାନ କରାଯାଇଥିଲା। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe