ଭୁବନେଶ୍ବର: ନିସାନ ପକ୍ଷରୁ ଏହାର ଲୋକପ୍ରିୟ ଏସୟୁଭି ଟେରାନୋ ଉପରେ ୨ ଲକ୍ଷ ୩୬ ହଜାର ଟଙ୍କାର ରିହାତି ପ୍ରଦାନ କରାଯାଉଛି। ଟେରାନୋରେ କମ୍ପାନି ଉଚ୍ଚ ପ୍ରଯୁକ୍ତି ସୁବିଧା ପ୍ରଦାନ କରିଛି। ଟେରାନୋର ଉଭୟ ଆଭ୍ୟନ୍ତରୀଣ ଏବଂ ବାହ୍ୟପାର୍ଶ୍ବରେ ନୂଆ ବୈଶିଷ୍ଟ୍ୟ ପ୍ରଦାନ କରିଛି, ଯାହା ଫଳରେ କମ୍ପାନି ଏହି ଗାଡ଼ିରେ ଚାଳକଙ୍କୁ ଅଧିକ ଆରାମ ଏବଂ ନିରାପତ୍ତା ପ୍ରଦାନ କରିଛି। ଏଥିରେ ୭ ଇଞ୍ଚର ଟଚସ୍କ୍ରିନ ନାଭିଗେସନ, ଇଲେକଟ୍ରୋନିକାଲି ରିଟ୍ରାକ୍ଟେବଲ ଓଆରଭିଏମ, ସ୍ମାର୍ଟ ଷ୍ଟିଅରିଂ ହ୍ବିଲ, କ୍ରୁଜ କଣ୍ଟ୍ରୋଲ ରହିଛି।
ନିସାନ ଟେରାନୋରେ ୨.୩୬ ଲକ୍ଷ ଟଙ୍କାର ରିହାତି
Advertisment
Follow Us