ଭୁବନେଶ୍ବର: ଏଚଏମଡି ଗ୍ଲୋବାଲ ପକ୍ଷରୁ ଭାରତ ବଜାରରେ ନୋକିଆର ନୂଆ ୮.୧ ଫୋନ ବଜାର ପ୍ରବେଶ କରାଯାଇଛି। ୬ଜିବି ରାମ୍/୧୨୮ ଜିବି ରମ୍ ଭାରିଆଣ୍ଟରେ ଏହି ଫୋନ୍ ଆସିଛି। ଚଳିତମାସ ୬ ତାରିଖରୁ ଏହି ଫୋନ ଭାରତରେ ସ୍ବତନ୍ତ୍ର ଭାବେ ଅନ୍ଲାଇନ୍ ଓ ଷ୍ଟୋର୍ରେ ଉପଲବ୍ଧ ହେବ। ଏହାର ମୂଲ୍ୟ ୨୯୯୯୯ ଟଙ୍କା ରହିଛି। ଏହି ଫୋନ ପ୍ରତି ଗ୍ରାହକଙ୍କ ଆଦ୍ରୁତି ଦେଖାଦେଇଛି ବୋଲି ଏଚଏମଡି ଗ୍ଲୋବାଲର ଉପ ସଭାପତି ତଥା କଣ୍ଟ୍ରି ହେଡ୍ ଅଜୟ ମେହେଟ୍ଟା କହିଛନ୍ତି।
ନୋକିଆର ନୂଆ ୮.୧ ସ୍ମାର୍ଟଫୋନ୍
Advertisment
Follow Us