ନୂଆଦିଲ୍ଲୀ: ଦେଶରେ ସରକାରୀ ବ୍ୟାଙ୍କ ଗୁଡ଼ିକର ଏଟିଏମ୍ ବନ୍ଦ କରିବା ଯୋଜନା ନାହିଁ। କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଶିବ ପ୍ରତାପ ଶୁକ୍ଳା ସଂସଦରେ ଏହି ସୂଚନା ଦେଇଛନ୍ତି। ଏଟିଏମ୍ ଶିଳ୍ପ ମହାସଂଘ ପକ୍ଷରୁ ନିକଟରେ ସତର୍କ କରାଇ ଦିଆଯାଇଥିଲା ଯେ, ବିଭିନ୍ନ କାରଣ ଯୋଗୁ ଦେଶରେ ଥିବା ୨ ଲକ୍ଷ ୩୮ ହଜାର ଏଟିଏମ୍ ମଧ୍ୟରୁ ଅଧାଅଧି ବନ୍ଦ କରି ଦିଆଯିବ।
ବନ୍ଦ ହେବନି ସରକାରୀ ବ୍ୟାଙ୍କ ଏଟିଏମ୍
Advertisment
Follow Us